ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବିଏସଏନଲ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ଏବେ ଏୟାରଟେଲ ଓ ଜିଓକୁ ଚ୍ୟାଲେଞ୍ଜ ଦେବ ବିଏସଏନଲ । ଖାସ ଏଥିପାଇଁ କମ୍ପାନୀ ଏକ ନୂଆ ଡାଟା ପ୍ଲାନ ସ୍କିମ ଲଞ୍ଚ କରିଛି ।
ଏଥିରେ ମାତ୍ର ୯୮ ଟଙ୍କାରେ ପ୍ରତିଦିନ ଗ୍ରାହକ ପାଇପାରିବେ ୧.୫ଜିବିର ଡାଟା । ଯାହାର ସମୟସୀମା ରହିଛି ୨୬ଦିନ । ବଡ଼କଥା ହେଉଛି ଏହି ସୁବିଧା ସମସ୍ତେ ଉଠାଇପାରିବେ । କେରଳକୁ ଛାଡି ସବୁ ସ୍ଥାନରେ ବିଏସଏନଏଲ ୩ଜି ସ୍ପିଡ ସେବା ଦେଇଆସୁଛି ।
DEEPAK MAHARANA
Very good………