ମୁମ୍ବାଇ (ଏଟିଆର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବର୍ତ୍ତମାନ ଇଡି ଓ ସିବିଆଇ ତଦନ୍ତ ଚାଲିଛି । ଗତ ସୋମବାର ଦିନ ଇଡି ଅଫିରେ ହାଜର ହୋଇଥିଲେ ରିୟା ଓ ତାଙ୍କ ଭାଇ ଏବଂ ବାପା । ଇଡି ତାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ସୁଶାନ୍ତଙ୍କ ସମ୍ପତି ଓ ତାଙ୍କ ବିଷୟରେ ପ୍ରଶ୍ନ ପଚାରି ଥିଲେ । ଏହା ପରେ ଆଜି ଇଡି ଅଫିସରେ ହାଜିର ହୋଇଛନ୍ତି ସୁଶାନ୍ତଙ୍କ ଏକ୍ସ-ମ୍ୟାନେଜର ଶ୍ରୁତି ମୋଦି ଓ ତାଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନି । ଆଜି ଇଡି ସେମାନଙ୍କୁ ଜେରା କରିବ । ଏହି ମାମଲାରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବାର ଅଛି । ଆଜି ସୁପ୍ରିମ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବ ଓ ଏହା ସହିତ ନିଷ୍ପତି ନିଆଯିବ ଯେ ସୁଶାନ୍ତଙ୍କ ମାମଲାର ସିବିଆଇ ତଦନ୍ତ କରିବ ନା ମୁମ୍ବାଇ ପୋଲିସ୍। ଏହା ଛଡା ବିହାର,ମହାରାଷ୍ଟ୍ର ସରକାର ,କେନ୍ଦ୍ର ସରକାର ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ବାପାଙ୍କ ଦାଖଲ ହୋଇଥିବା ଫାଇଲ ଉପରେ ନିଷ୍ପତ୍ତି ଶୁଣାଇବ ସୁପ୍ରିମ କୋର୍ଟ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024