ଭୁବନେଶ୍ୱର( ଏଟିଆର ବ୍ୟୁରୋ):ଆସନ୍ତା ମାସରୁ ଆରମ୍ଭ ହୋବକୁ ଯାଉଛି OJEE ପରୀକ୍ଷା । ଏହି ପରୀକ୍ଷା ଆସନ୍ତା ମାସ ସେପ୍ଟେମ୍ବର୯ରୁ ୧୫ ତାରିଖ ଯାଏ ଅନୁଷ୍ଠିତ ହେବ । ଏହି ପରୀକ୍ଷା ପ୍ରଥମ ଥର ପାଇଁ କମ୍ପ୍ୟୁଟରବେସଡ ଟେଷ୍ଟ (ସିବିଟି) ଅନୁଷ୍ଟିତ ହେବ । ଅନ୍ୟପଟେ ୧୬ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ITI କଲେଜ ଅଧ୍ୟକ୍ଷଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି ।
ଅନ୍ୟପଟେ OJEE, TCS ଅଧିକାରୀ ମାନେ ବିଭିନ୍ନ କଲେଜ ବୁଲି ପରୀକ୍ଷା କେନ୍ଦ୍ର ଚୟନ କରିବେ । ଅଧିକାରୀମାନେ ପରିଦର୍ଶନ କରିବା ସମୟରେ କଲେଜର ଅଧ୍ୟକ୍ଷମାନଙ୍କୁ ଅନୁରୋଧ କରାଯାଇଛି । ମହାମାରୀ କରୋନା ପାଇଁ ବିଭିନ୍ନ ଦୀର୍ଘ ୫ମାସ ହେବ ବନ୍ଦ ହୋଇ ପଡିଛି । ତେବେ କୋଭିଡ ଗାଇଡ ଲାଇନକୁ ପାଳନ କରି ସମସ୍ତ ପରୀକ୍ଷା ସମସ୍ତ କରିବା ପାଇଁ ଶିକ୍ଷା ବିଭାଗ ନିଜର ଅଣ୍ଟା ଭିଡିବା ଆରମ୍ଭ କରିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024