ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ନାମ ଲେଖାର ପ୍ରଥମ ମେରିଟ ଲିଷ୍ଟ । ଦିନ ୧୧ଟାରେ ସାମ୍ସ ୱେବସାଇଟ ମାଧ୍ୟମରେ ପ୍ରକାଶ ପାଇବ ପ୍ରଥମ କଟ ଅଫ ମାର୍କ । ପ୍ରଥମ କଟ ଅଫ ମାର୍କ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ମାନେ ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ନିଜ ନିଜ କଲେଜରେ ନାମ ଲେଖିବେ । ଚଳିତ ବର୍ଷ ନାମଲେଖା ପାଇଁ ୩ଲକ୍ଷ ୮୦ହଜାର ୮୯୬ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।
ଅନ୍ୟପଟେ ଦ୍ୱିତୀୟ ମେରିଟ ଲିଷ୍ଟ ଆସନ୍ତା ଅକ୍ଟୋବର ୩ରେ ପ୍ରକାଶ ପାଇବ । ଅକ୍ଟୋବର ୫ରୁ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟୟ ନାମ ଲେଖା ହେବ । ତେବେ ବଳକା ସିଟ ପାଇଁ ୧୩ତାରିଖରେ ସ୍ପଟ ସିଲେକ୍ସନ ତାଲିଖା ପ୍ରକାଶ ପାଇବ । ରାଜ୍ୟର ୨୦୨୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୪ ଲକ୍ଷ ୫୩ ହଜାର ୬୪୩ ସିଟ ପାଇଁ ନାମଲେଖା ହେବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024