ଭୁବନେଶ୍ୱର (ଏଟିଆର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁଳ ମାତ୍ରାରେ ବଢିଚାଲିଛି । ଥମିବାର ନାଁ ଧରୁନି । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏବେ ପୁଣି ଆଉ ୪୧୮୦ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୬୬ ଜଣ କୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୧୭୧୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଚିହ୍ନଟ ହୋଇଥିବା ନୂତନ ମାମଲା ମଧ୍ୟରୁ କେଙ୍ ଜିଲ୍ଲାରୁ କେତେ ନଜର ପକାନ୍ତୁ ।
Covid-19 Report For 17th September
New Positives Cases: 4180
In quarantine: 2466
Local contacts: 1714(Details of local contacts will be shared by concerned Dist Administration)
District Wise Cases
1. Angul: 155
2. Balasore: 133
3. Bargarh: 100
4. Bhadrak: 81
5. Balangir: 73— I & PR Department, Odisha (@IPR_Odisha) September 18, 2020
22. Mayurbhanj: 163
23. Nawarangpur: 73
24. Nayagarh: 54
25. Nuapada: 54
26. Puri: 166
27. Rayagada: 160
28. Sambalpur: 127
29. Sonepur: 62
30. Sundargarh: 166
31. State Pool: 337New Recovery: 3607
Cumulative Tested: 2667747
Positive: 171341
Recovered: 133466
Active Case: 37140— I & PR Department, Odisha (@IPR_Odisha) September 18, 2020