ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ନାମ ଲେଖାର ପ୍ରଥମ ମେରିଟ ଲିଷ୍ଟ । ଦିନ ୧୧ଟାରେ ସାମ୍ସ ୱେବସାଇଟ ମାଧ୍ୟମରେ ପ୍ରକାଶ ପାଇବ ପ୍ରଥମ କଟ ଅଫ ମାର୍କ । ପ୍ରଥମ କଟ ଅଫ ମାର୍କ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ମାନେ ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ନିଜ ନିଜ କଲେଜରେ ନାମ ଲେଖିବେ । ଚଳିତ ବର୍ଷ ନାମଲେଖା ପାଇଁ ୩ଲକ୍ଷ ୮୦ହଜାର ୮୯୬ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।
ଅନ୍ୟପଟେ ଦ୍ୱିତୀୟ ମେରିଟ ଲିଷ୍ଟ ଆସନ୍ତା ଅକ୍ଟୋବର ୩ରେ ପ୍ରକାଶ ପାଇବ । ଅକ୍ଟୋବର ୫ରୁ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟୟ ନାମ ଲେଖା ହେବ । ତେବେ ବଳକା ସିଟ ପାଇଁ ୧୩ତାରିଖରେ ସ୍ପଟ ସିଲେକ୍ସନ ତାଲିଖା ପ୍ରକାଶ ପାଇବ । ରାଜ୍ୟର ୨୦୨୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୪ ଲକ୍ଷ ୫୩ ହଜାର ୬୪୩ ସିଟ ପାଇଁ ନାମଲେଖା ହେବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024