ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେଡି ପକ୍ଷରୁ କେନ୍ଦ୍ର ସରକାର ଆଣିଥିବା କୃଷି ବିଲକୁ ବିରୋଧ କରାଯାଇଛି । କୃଷି ବିଲକୁ ନେଇ ରାଜ୍ୟସଭାରେ ବିଜେଡି ପକ୍ଷରୁ ବିରୋଧ କରାଯାଇଛି । ଏହି ବିଲକୁ ରାଜ୍ୟସଭାରଆଲୋଚନା ସମୟରେ ବିଜେଡି ସାଂସଦ ଅମର ପଟ୍ଟନାୟକ ବିରୋଧ କରିବା ସହ କହିଛନ୍ତି କି, ଏହି ବିଲରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ନେଇ କୌଣସି ବୃବସ୍ଥା କରାଯାଇନାହିଁ ବୋଲି ସାଂସଦ କହିଥିଲେ ।
ଏହାସହ ଏହି ବିଲକୁ ସିଲେକ୍ଟ କମିଟି ପାଖକୁ ପଠାଇବାକୁ ସେ ଦାବି କରିଥିଲେ । ପୂର୍ବରୁ ଏହି ବିଲ ଲୋକସଭାରେ ପାରିତ ହୋଇସାରିଥିବା ବେଳେ ଆଜି ଏହି ବିଲକୁ ନେଇ ପ୍ରବଳ ହଟ୍ଟଗୋଳଓ ହୋହଲ୍ଲା ଦେଖିବାକୁ ମିଳିଥିଲା । ବିରୋଧୀମନେ ଏହି ବିଲକୁ ବିରୋଧ କରିବା ସହ ଏହା ବିରୋଧରେ ନାରାବାଜି ମଧ୍ୟ କରିଥିଲେ । ଖାଲି ସେତିକି ନୁହେଁ ଟିଏମସି ସାଂସଦ ଉପାଧ୍ୟକ୍ଷଙ୍କ ଟେବୁଲରୁ ଡ୍ରାଫ କପି ଛଡାଇ ନେଇ ଚିରି ଦେଇଥିଲେ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024