ମୁମ୍ବାଇ(ଏଟିଆର ବ୍ୟୁରୋ):ବଢି ଚାଲିଛି ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ । ଦିନକୁ ଦିନ ସନ୍ଦେହ ବଢିବାକୁ ଲାଗିଛି । ଦେଶର ତିନି ପ୍ରମୁଖ ଏଜେନ୍ସି ସିବିଆଇ, ଏନସିବି ଓ ଇଡି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ପ୍ରାୟ ପ୍ରତ୍ୟେକ ଦିନ, ଏହି ମାମଲାରେ କିଛି ନୂଆ ନୂଆ କଥା ବାହାରକୁ ଆସୁଛି । ଏବେ ଖବର ସାମ୍ନାକୁ ଆସିଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା ସଠିକ୍ ଭାବେ ସଂରକ୍ଷିତ ହୋଇନାହିଁ । ଯେଉଁଥିପାଇଁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS) ର ଫୋରେନସିକ୍ ଟିମ୍ ଏହାକୁ ଯାଞ୍ଚ କରିବା କଷ୍ଟସାଧ୍ୟ ହେଉଛି ବୋଲି କହିଛନ୍ତି । ସୁଶାନ୍ତଙ୍କ ଭିସ୍ରାକୁ ଭଲ ଭାବେ ରଖା ଯାଇ ନଥିଲା । ତେଣୁ ଏମ୍ସକୁ ଏହାର ଫାଇନାଲ ରିପୋର୍ଟ କାଢିବା ପାଇଁ ଅସୁବିଧା ହେଉଛି । ଆଉ କିଛି ମାତ୍ର ଅଳ୍ପ ଦିନ ଭିତରେ ସିବିଆଇକୁ ସୁଶାନ୍ତଙ୍କ ଭିସେରା ରିପୋର୍ଟ ହସ୍ତାନ୍ତର କରି ଥାଆନ୍ତା ଏମ୍ସ କିନ୍ତୁ ଜାଞ୍ଚ କରିବାରେ ଅସୁବିଧା ହୋଇଥିବାରୁ ଏହା ବିଳମ୍ବ ହୋଇପାରେ ବୋଲି ସୂଚନା ଦିଆଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024