ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚିନ୍ତା ବଢାଉଛି କରୋନା । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୨୧୫ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୫୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୬୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 27th July
New Positive Cases: 1215
In Quarantine: 753
Local Contacts: 462(Details of local contacts will be shared by concerned District Administration)
District Wise Cases
1. Angul: 11
2. Balasore: 29
3. Bargarh: 10
4. Bhadrak: 2
5. Balangir: 21— I & PR Department, Odisha (@IPR_Odisha) July 28, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୧, ବାଲେଶ୍ୱରର ୨୯, ବରଗଡର ୧୦,ଭଦ୍ରକର ୨, ବଲାଙ୍ଗିରର ୨୧, ବୌଦ୍ଧର ୨, କଟକର ୬୦, ଢେଙ୍କାନାଳର ୧,ଗଜପତିର ୮୯, ଗଞ୍ଜାମର ୩୩୨, ଜଗତସିଂହପୁରର ୪୭, ଯାଜପୁରର ୨୦, ଝାରସୁଗୁଡାର ୨, କଳାହାଣ୍ଡିର ୮, କନ୍ଧମାଳର ୧୪, କେନ୍ଦ୍ରାପଡାର ୧୪, କେନ୍ଦୁଝରର ୭୭, ଖୋର୍ଦ୍ଧାର ୩୧୨, କୋରାପୁଟର ୭୩, ମାଲକାନାଗିରିର ୧୪,ମୟୁରଭଞ୍ଜର ୨୨, ନୟାଗଡର ୭, ନୂଆପଡାର ୮, ପୁରୀର ୧୧, ରାୟଗଡାର ୨୪, ସୋନପୁର ୨ ଏବଂ ସୁନ୍ଦରଗଡର ୨ ଜଣ ରହିଛନ୍ତି । ସର୍ବମୋଟ ୨୮ ଟି ଜିଲ୍ଲାର ୧୨୧୫ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 22
23. Nayagarh: 7
24. Nuapada: 8
25. Puri: 11
26. Rayagada: 24
27. Sonepur: 2
28. Sundargarh: 2New Recoveries: 581
Cumulative Tested: 476560
Positive: 28107
Recovered: 17373
Active Cases: 10545— I & PR Department, Odisha (@IPR_Odisha) July 28, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୧୦୭ କୁ ବୃଦ୍ଧି ପାଇଛି । ସେଥିରୁ ୧୭୩୭୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୦୫୪୫ ଜଣ ଚିକିତ୍ସିତ ହେଉଛନ୍ତି ।