ଭୁବନେଣ୍ୱର (ଏଟିଆର ବ୍ୟୁରୋ): ରୁପା ରେ ଝଟକି ଉଠିବ ଶ୍ରୀ ମନ୍ଦିରରେ ୮ ଟି ଦ୍ୱାର । ଏ ନେଇ ଆଗରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଏହାର ବୈଠକ ବସିବାକୁ ଜାଉଛି । ରୁପା ଦ୍ୱାରା ନିର୍ମିତ ପ୍ରଥମ ସାତଟି ପାହାଚ ବର୍ମା ଶାଗୁଆନ କାଠରେ ପ୍ରସ୍ତୁତ ହେବ । ଏହାର ପ୍ରତିଟି ଦ୍ୱାର ଶାଗୁଆନ କାଠ ରେ ତିଆରି ହେଉଥିବା ବେଳେ ଏହାର ମୋଟେଇ ୪ଇଞ୍ଚ ରହିବ । ଏଥି ସହିତ କଳାହାଟ ଦ୍ୱାରରେ ସୁନାର ଚଦରରେ ଛାଉଣି କରାଯିବ ବୋଲି ପୁରୀ ସେବାୟତ ମାନେ ନିଜର ମତପୋଷଣ କରିଛନ୍ତି । ରୂପାର ଛାଉଣୀ ନେଇ ସ୍ୱତନ୍ତ୍ର ଡ଼ିଜାଇନ ପ୍ରସ୍ତୁତି କରାଯିବ ବୋଲି ଆଲୋଚନା କରାଯାଇଛି । ଏହି ଡ଼ିଜାଇନ କୁ ୬ଜଣ କାରିଗର ପ୍ରସ୍ତୁତି କରିଛନ୍ତି । ଏଥିରେ କାଠ ର ଡ଼ିଜାଇନ ପାଇଁ ଅନୁମୋଦନ ମିଳିସାରିଛି । ୨୫ଶହ କିଲୋର ରୂପାରେ ଛାଉଣି ହେବ ୮ଟି ଦ୍ୱାର । ବେହେରଣ ଦ୍ୱାର , ଜୟବିଜୟ ଓ କଳାହାଟ ଦ୍ୱାରର ନିର୍ମାଣ କାର୍ଯ୍ୟ ଗୁଣ୍ଡଚା ସମୟରେ ଆରମ୍ଭ ହେବ ।ତେବେ ଏ ନେଇ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି କରାଯାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024