ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଆତଙ୍କ ରଚି ଚାଲିଛି ମହାମାରୀ କରୋନା । ସ୍ଥିତି ଅଣାୟତ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮୧୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୦୩୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 20th April
New Positive Cases: 4851
In quarantine: 2814
Local contacts: 2037(Details of local contacts will be shared by concerned Dist Administration)
District Wise Cases:
1. Angul: 111
2. Balasore: 52
3. Bargarh: 318
4. Bhadrak: 73
5. Balangir: 227— I & PR Department, Odisha (@IPR_Odisha) April 21, 2021
22. Mayurbhanj: 78
23. Nawarangpur: 194
24. Nayagarh: 66
25. Nuapada: 486
26. Puri: 223
27. Rayagada: 85
28. Sambalpur: 171
29. Sonepur: 9
30. Sundargarh: 516
31. State Pool: 145New recovery: 1740
Cumulative tested: 9706949
Positive: 382315
Recovered: 349377
Active case: 30927— I & PR Department, Odisha (@IPR_Odisha) April 21, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୭୪୦ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୨୩୧୫ ରହିଥିବା ବେଳେ ଏହି ରୋଗରୁ ୩୪୯୩୭୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୩୦୯୨୭ ଜଣ ଚିକିତ୍ସିତ ହେଉଛନ୍ତି ।