ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଉପମୁହାଁ ହୋଇଛି କରୋନା । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଛି । କିନ୍ତୁ ଲଗାତର ଭାବେ ୧୦ ହଜାର ଉପରେ ରହୁଥିବା ବେଳେ ଆଜି ୧୩ ପାଖାପାଖି ମାମଲା ଚିହ୍ନଟ । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୧୯୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୬୫୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 347
7. Cuttack: 1073
8. Deogarh: 105
9. Dhenkanal: 482
10. Gajapati: 77
11. Ganjam: 340
12. Jagatsinghpur: 300
13. Jajpur: 337
14. Jharsuguda: 399
15. Kalahandi: 668
16. Kandhamal: 104
17. Kendrapada: 285
18. Keonjhar: 180
19. Khurda: 1909
20. Koraput: 272— I & PR Department, Odisha (@IPR_Odisha) May 23, 2021
New recoveries: 10601
Cumulative tested: 11308564
Positive: 692382
Recovered: 577983
Active cases: 111862— I & PR Department, Odisha (@IPR_Odisha) May 23, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୦୬୦୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୨୩୮୨ ରହିଥିବା ବେଳେ ଏହି ରୋଗରୁ ୫୭୭୯୮୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୧୧୮୬୨ ଜଣ ଚିକିତ୍ସିତ ହେଉଛନ୍ତି ।