ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ରାଜ୍ୟରେ ପୁଣି ଆଉ ୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରିଦିଆ ଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
Another 75 #COVID19 patients have recovered and are being discharged.
25 from Jajpur
19 from Ganjam
9 from Cuttack
8 from Puri
3 each from Nayagarh & Kendrapara
2 each from Kandhamal & Balangir
1 each from Keonjhar, Boudh, Sambalpur & Khurda— H & FW Dept Odisha (@HFWOdisha) May 28, 2020
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୨୫ ଜଣ,ଗଞ୍ଜାମରୁ ୧୯ ଜଣ, କଟକରୁ ୯ ଜଣ, ପୁରୀରୁ ୮ ଜଣ, ନୟାଗଡରୁ ୩ ଜଣ, କେନ୍ଦ୍ରପଡାରୁ ୩ ଜଣ, କନ୍ଧମାଳରୁ ୨ ଜଣ, ବଲାଙ୍ଗିରରୁ ୨ ଜଣ ଏବଂ କେନ୍ଦୁଝର,ବୌଦ୍ଧ, ସମ୍ବଲପୁର, ଖୋର୍ଦ୍ଧାରୁ ଜଣେ ଲେଖାଁଏ ଆକ୍ରାନ୍ତ ରହିଛନ୍ତି ।