ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସହରବାସୀଙ୍କ ସହ ସୁସଂପର୍କ ଓ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି) ଅନ୍ତର୍ଭୁକ୍ତରେ ଆସୁଥିବା ସମସ୍ତ କଲ୍ୟାଣକାରୀ ଯୋଜନାର ପ୍ରଭାବିତ କାର୍ଯ୍ୟ ପାଇଁ ‘ଜନସଂପର୍କ ଦିବସ’ ଆୟୋଜିତ ହେବ ବୋଲି ବିଏମସ ପକ୍ଷରୁ ସୂଚନା ମିଳିଛିି ।
ପ୍ରତି ମାସ ୧ ଓ ୧୬ ତାରିଖରେ ସହରର କେତୋଟି ନିର୍ଦ୍ଧଷ୍ଟ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହା ଆସନ୍ତା ୧୬ ତାରିଖରୁ ଶୁଭାରମ୍ଭ ହେବ । ସ୍ଥାନଗୁଡିକର ଏକ ତାଲିିକ ପ୍ରଣାଳୀ ତଳେ ଦିଆଯାଇଛି ।