ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଦେଶ ଛାଡିବାକୁ ନେଇ ରୋକ ଲଗାଇଲେ କୋର୍ଟ । ଦେଶ ଛାଡି ଯାଇପାରିବେନି ମହିନ୍ଦା ରାଜପକ୍ଷେ ।
ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡି ସିଙ୍ଗାପୁର ପଳାୟନ କରିଥିଲେ । ଗୋଟାବାୟା ରାଜପେକ୍ଷଙ୍କ ଭାଇ ହେଉଛନ୍ତି ମହିନ୍ଦା ରାଜପକ୍ଷେ ।