ଭୁବନେଶ୍ୱର (ଏଟିଆର ବ୍ୟୁରୋ ); ପାକିସ୍ଥାନର ୨୨ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥନେଲେ ଇମ୍ରାନ ଖାନ । ଇସଲାମାବାଦ ସ୍ଥିତ ପ୍ରେସିଡେଂଟ ହାଉସ ଠାରେ ଶପଥ ଗ୍ରହଣ କରିଛନ୍ତି ଇମ୍ରାନ । ଗତ ମାସରେ ହୋଇଥିବା ସଧାରଣ ନିର୍ବାଚନରେ ପାକିସ୍ତାନ ତେହରୀକ ର ମୁଖ୍ୟ ଇମ୍ରାନ ଖାନ କୁ ୧୧୬ ଟି ଆସନ ମିଳିଥିଲା । ତେବେ ଇମ୍ରାନ ପାକିସ୍ତାନର ଆଗାମି ପ୍ରଧାନମନ୍ତ୍ରୀ ହେବେ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା । ପାକିସ୍ଥାନର ନବଗଠିତ ଜାତୀୟ ପରିଷଦରେ ଗତକାଲି ନିର୍ବାଚନ ହୋଇଥିଲା । ତେବେ ଇମ୍ରାନ ଏହି ନିର୍ବାଚନରେ ୧୭୬ ଖଣ୍ଡ ପାଇ ବିଜୟୀ ହୋଇଛନ୍ତି । ସଂସଦରେ ନିଜ ପ୍ରଥମ ଅଭିଭାଷଣରେ ସେ ଦେଶକୁ ଲୁଟୁଥିବା ଲୋକଙ୍କ ପ୍ରତି ଦୃଢ କାଯ୍ରା୍ନୁଷ୍ଟାନ ନେବେ ବୋଲି କହିଛନ୍ତି ।
ଅନ୍ୟପଟେ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବକୁ ପୁର୍ବତନ ଭାରତୀୟ କ୍ରିକେଟର ତଥା ରାଜନେତା ନବଯୋତ ସିଂ ସିନ୍ଧୁ ଯାଇଥିବା ଜଣାପଡିଛି । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି । ତେବେ ସେ ଜଣେ ବନ୍ଧୁ ହିସାବରେ ପାକିସ୍ଥାନ ଯାଇଥିବା ସିନ୍ଧୁ କହିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024