ଭୁବନେଶ୍ୱର (ଏଟିଆର ବ୍ୟୁରୋ ); ପାକିସ୍ଥାନର ୨୨ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥନେଲେ ଇମ୍ରାନ ଖାନ । ଇସଲାମାବାଦ ସ୍ଥିତ ପ୍ରେସିଡେଂଟ ହାଉସ ଠାରେ ଶପଥ ଗ୍ରହଣ କରିଛନ୍ତି ଇମ୍ରାନ । ଗତ ମାସରେ ହୋଇଥିବା ସଧାରଣ ନିର୍ବାଚନରେ ପାକିସ୍ତାନ ତେହରୀକ ର ମୁଖ୍ୟ ଇମ୍ରାନ ଖାନ କୁ ୧୧୬ ଟି ଆସନ ମିଳିଥିଲା । ତେବେ ଇମ୍ରାନ ପାକିସ୍ତାନର ଆଗାମି ପ୍ରଧାନମନ୍ତ୍ରୀ ହେବେ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା । ପାକିସ୍ଥାନର ନବଗଠିତ ଜାତୀୟ ପରିଷଦରେ ଗତକାଲି ନିର୍ବାଚନ ହୋଇଥିଲା । ତେବେ ଇମ୍ରାନ ଏହି ନିର୍ବାଚନରେ ୧୭୬ ଖଣ୍ଡ ପାଇ ବିଜୟୀ ହୋଇଛନ୍ତି । ସଂସଦରେ ନିଜ ପ୍ରଥମ ଅଭିଭାଷଣରେ ସେ ଦେଶକୁ ଲୁଟୁଥିବା ଲୋକଙ୍କ ପ୍ରତି ଦୃଢ କାଯ୍ରା୍ନୁଷ୍ଟାନ ନେବେ ବୋଲି କହିଛନ୍ତି ।
ଅନ୍ୟପଟେ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବକୁ ପୁର୍ବତନ ଭାରତୀୟ କ୍ରିକେଟର ତଥା ରାଜନେତା ନବଯୋତ ସିଂ ସିନ୍ଧୁ ଯାଇଥିବା ଜଣାପଡିଛି । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି । ତେବେ ସେ ଜଣେ ବନ୍ଧୁ ହିସାବରେ ପାକିସ୍ଥାନ ଯାଇଥିବା ସିନ୍ଧୁ କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024