ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ । ଚଳିତ ମାସ ୧୬ ତାରିଖରୁ ରେଗୁଲାର ପରୀକ୍ଷାର୍ଥୀ ପାଇଁ ଏହା ଆରମ୍ଭ ହେବ । ଫର୍ମ ଫିଲପ କରିବାର ଶେଷ ସମୟ ହେଲା ୨୬ ତାରିଖ । ଏହା ପରେ ଯେଉଁମାନେ ନଭେମ୍ବର ୨୭ରୁ ୩୦ ଭିତରେ କରିବେ ସେମାନେ ୫୦ ଟଙ୍କା ଫାଇନ ଦେଇ କରିବେ । ସେହିଭଳି ଡିସେମ୍ବର ୧ରୁ ୪ ଭିତରେ ଯେଉଁମାନେ ଫର୍ମ ଫିଲପ କରିବେ ସେମାନଙ୍କୁ ୩୫୦ ଟଙ୍କାର ଫାଇନ ଲାଗିବ । ତେବେ ଦିଆଯାଇଥିବା ନିର୍ଦ୍ଦାରି ସମୟ ମଧ୍ୟରେ ଯଦି କେହି ଫର୍ମ ଫିଲପ କରିପାରିବେ ନାହିଁ ତେବେ ଏହା ପରେ ଆଉ ସେମାନଙ୍କ ନିବେଦନ ଶୁଣାଯିବ ନାହିଁ ବୋଲି ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଚଳିତ ବର୍ଷ ପରୀକ୍ଷାରେ ନୂଆ ସିଲାବସରୁ ସେଟ ପ୍ରଶ୍ନ ଆସିବ ଏବଂ ଗତ ବର୍ଷ ଭଳି ପାର୍ଟନର ହେବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024