କୋଲକାତା(ଏଟିଆର ବ୍ୟୁରୋ): ଜଣେ ଜଣାଶୁଣା ଫେଶନ୍ ଡିଜାଇନର ଶ୍ରାବଣୀ ଦତ୍ତଙ୍କର କଲିକତା ସ୍ଥିତ ତାଙ୍କ ବାସ ଗୃହରେ ଦେହାନ୍ତ ହୋଇଛି । ତାଙ୍କ ପରିବାର ତରଫରୁ ଏହି ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଶ ବୟସ ହୋଇଥିଲା । ତେବେ ଗୁରୁବାର ସକାଳେ ୱାସରୁମରୁ ତାଙ୍କ ମୃତ ଦେହ ମିଳିଥିଲା । ପରିବାର ଲୋକେ ତାଙ୍କୁ କଲ କରିଥିଲେ ହେଲେ କଲ ଲାଗି ନଥିଲା । ସେ କୋଲକାତାରେ ପରିବାରଙ୍କ ସହ ନ ରହି ଏକାକୀ ବ୍ରୋଡଷ୍ଟ୍ରିଟ ଅଞିଚଳରେ ଥିବା ଏକ ଘରେ ରହୁଥିଲେ । ଡାକତ୍ରଙ୍କ କହିବା ଅନୁସାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ପୋଷ୍ଟମର୍ଟମ ପାଇଁ ତେଙ୍କ ମର ଶରୀରକୁ ପଠା ଯାଇଛି ।
ଶ୍ରାବଣୀ ଥିଲେ କୋଲକାତାର ଜଣେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର । ସେ ଅନେକ ର୍ୟାମ୍ପର କାର୍ଯ୍ୟକ୍ରମର ଆୟୋଯନ କରିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024