କୋଲକାତା(ଏଟିଆର ବ୍ୟୁରୋ): ଜଣେ ଜଣାଶୁଣା ଫେଶନ୍ ଡିଜାଇନର ଶ୍ରାବଣୀ ଦତ୍ତଙ୍କର କଲିକତା ସ୍ଥିତ ତାଙ୍କ ବାସ ଗୃହରେ ଦେହାନ୍ତ ହୋଇଛି । ତାଙ୍କ ପରିବାର ତରଫରୁ ଏହି ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଶ ବୟସ ହୋଇଥିଲା । ତେବେ ଗୁରୁବାର ସକାଳେ ୱାସରୁମରୁ ତାଙ୍କ ମୃତ ଦେହ ମିଳିଥିଲା । ପରିବାର ଲୋକେ ତାଙ୍କୁ କଲ କରିଥିଲେ ହେଲେ କଲ ଲାଗି ନଥିଲା । ସେ କୋଲକାତାରେ ପରିବାରଙ୍କ ସହ ନ ରହି ଏକାକୀ ବ୍ରୋଡଷ୍ଟ୍ରିଟ ଅଞିଚଳରେ ଥିବା ଏକ ଘରେ ରହୁଥିଲେ । ଡାକତ୍ରଙ୍କ କହିବା ଅନୁସାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ପୋଷ୍ଟମର୍ଟମ ପାଇଁ ତେଙ୍କ ମର ଶରୀରକୁ ପଠା ଯାଇଛି ।
ଶ୍ରାବଣୀ ଥିଲେ କୋଲକାତାର ଜଣେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର । ସେ ଅନେକ ର୍ୟାମ୍ପର କାର୍ଯ୍ୟକ୍ରମର ଆୟୋଯନ କରିଛନ୍ତି ।
JUST IN
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024