ହାଇଦ୍ରାବାଦ:(ଏଟିଆର ବ୍ୟୁରୋ):ପ୍ରସିଦ୍ଧ ବାହୁବଳୀର ଫ୍ରେମ , ସାଉଥ ସୁପର ଷ୍ଟାର ପ୍ରଭାସ ଗତ ସୋମବାର ଦିନ ଖାଜିପାଲି ରିଜର୍ଭ ଫରେଷ୍ଟ ୧,୬୫୦ ଜମିକୁ ନିଜ ଅଧିନରେ ନେଇଛନ୍ତି । ସେ ଏତେ ବଡ ଜମି ବା ଜଙ୍ଗଲ ନିଜେ କିଣିବାର କାରଣ କହିଛନ୍ତି ଯେ, ମୁଁ ଛୋଟ ବେଳୁ ଜଣେ ପ୍ରକୃତି ପ୍ରେମୀ ଓ ଏପରି ନିଷ୍ପତି ନେବାର ମୂଳ କାରଣ ହେଉଛି ସହରକୁ ସୁନ୍ଦର କରିବା । ଅଧିକ ଗଛ ଲାଗିଲେ ଅଧିକ ଅମ୍ଲଜାନ ଉତ୍ପନ ହେବ , ପରିବେଶ ସହର ସୁସ୍ଥ ଓ ସୁନ୍ଦର ରହିବ । ଏପରି ସେ ଟ୍ୱିଟ କରି ଜଣାଇଛନ୍ତି । ପ୍ରଭାସ ତେଲେଙ୍ଗାନା ପରିବେଶ ମନ୍ତ୍ରୀ ଆଲୋଲା ଇନ୍ଦ୍ର କରନ ରେଡ୍ଡୀଙ୍କ ସହ ଏହି ସ୍ଥାନକୁ ସହରୀ ବନ ପାର୍କ ନିର୍ମାଣ ରେ ପରିବର୍ତ୍ତନ ପାଇଁ ଆଲୋଚନା କରଥିଲେ । ଏହି ଜଙ୍ଗକୁ ନିଜ ଅଦିନରେ କରି ଏହାକ ବିକାଶ ପାଇଁ ପ୍ରଭାସ ଅଧିକାରୀମାନଙ୍କୁ ପ୍ରାୟ ୨ କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ ।
ଖାଜିପାଲି ରିଜର୍ଭ ଫରେଷ୍ଟରେ କିଛି ସ୍ଥାନ ଖାଲି ପଡି ଥିବାର ଦେଖି ପ୍ରଭାସ ଏପରି ନିଷ୍ପତି ନେଇଥିଲେ । ଏହି ଜଙ୍ଗଲ ବା ଜମିରେ ସେ ଜଙ୍ଗଲ ସୁରକ୍ଷା କର୍ମୀଙ୍କ ସହ ମିଶି ବିଭିନ୍ନ ପ୍ରକାରର ଚାରା ରୋପଣ କରିଛନ୍ତି । ପ୍ରଭାସଙ୍କର ଏପରି ପ୍ରକୃତର୍ତ୍ତେମ ଦେଖି ତାଙ୍କୁ ସବୁ ଆଡୁ ପ୍ରଶଂସାର ସୁଅ ଛୁଟିଛି । ସେ କିଣିଥିବା ଜମି ଆଗାମୀ ଦିନରେ ଏକ ସୁନ୍ଦର ଉଦ୍ୟାନ ହୋଇପାରିବ ବୋଲି ପ୍ରଭାସ କହିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024