ହାଇଦ୍ରାବାଦ:(ଏଟିଆର ବ୍ୟୁରୋ):ପ୍ରସିଦ୍ଧ ବାହୁବଳୀର ଫ୍ରେମ , ସାଉଥ ସୁପର ଷ୍ଟାର ପ୍ରଭାସ ଗତ ସୋମବାର ଦିନ ଖାଜିପାଲି ରିଜର୍ଭ ଫରେଷ୍ଟ ୧,୬୫୦ ଜମିକୁ ନିଜ ଅଧିନରେ ନେଇଛନ୍ତି । ସେ ଏତେ ବଡ ଜମି ବା ଜଙ୍ଗଲ ନିଜେ କିଣିବାର କାରଣ କହିଛନ୍ତି ଯେ, ମୁଁ ଛୋଟ ବେଳୁ ଜଣେ ପ୍ରକୃତି ପ୍ରେମୀ ଓ ଏପରି ନିଷ୍ପତି ନେବାର ମୂଳ କାରଣ ହେଉଛି ସହରକୁ ସୁନ୍ଦର କରିବା । ଅଧିକ ଗଛ ଲାଗିଲେ ଅଧିକ ଅମ୍ଲଜାନ ଉତ୍ପନ ହେବ , ପରିବେଶ ସହର ସୁସ୍ଥ ଓ ସୁନ୍ଦର ରହିବ । ଏପରି ସେ ଟ୍ୱିଟ କରି ଜଣାଇଛନ୍ତି । ପ୍ରଭାସ ତେଲେଙ୍ଗାନା ପରିବେଶ ମନ୍ତ୍ରୀ ଆଲୋଲା ଇନ୍ଦ୍ର କରନ ରେଡ୍ଡୀଙ୍କ ସହ ଏହି ସ୍ଥାନକୁ ସହରୀ ବନ ପାର୍କ ନିର୍ମାଣ ରେ ପରିବର୍ତ୍ତନ ପାଇଁ ଆଲୋଚନା କରଥିଲେ । ଏହି ଜଙ୍ଗକୁ ନିଜ ଅଦିନରେ କରି ଏହାକ ବିକାଶ ପାଇଁ ପ୍ରଭାସ ଅଧିକାରୀମାନଙ୍କୁ ପ୍ରାୟ ୨ କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ ।
ଖାଜିପାଲି ରିଜର୍ଭ ଫରେଷ୍ଟରେ କିଛି ସ୍ଥାନ ଖାଲି ପଡି ଥିବାର ଦେଖି ପ୍ରଭାସ ଏପରି ନିଷ୍ପତି ନେଇଥିଲେ । ଏହି ଜଙ୍ଗଲ ବା ଜମିରେ ସେ ଜଙ୍ଗଲ ସୁରକ୍ଷା କର୍ମୀଙ୍କ ସହ ମିଶି ବିଭିନ୍ନ ପ୍ରକାରର ଚାରା ରୋପଣ କରିଛନ୍ତି । ପ୍ରଭାସଙ୍କର ଏପରି ପ୍ରକୃତର୍ତ୍ତେମ ଦେଖି ତାଙ୍କୁ ସବୁ ଆଡୁ ପ୍ରଶଂସାର ସୁଅ ଛୁଟିଛି । ସେ କିଣିଥିବା ଜମି ଆଗାମୀ ଦିନରେ ଏକ ସୁନ୍ଦର ଉଦ୍ୟାନ ହୋଇପାରିବ ବୋଲି ପ୍ରଭାସ କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024