ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ଆର୍ଥିକ ବର୍ଷରେ ହିମାଚଳ ପ୍ରଦେଶରେ ମହଙ୍ଗା ହେବାକୁ ଯାଉଛି ମଦ । ଏଣିକି ବୋତଲ ପିଛା ୧୭ ଟଙ୍କା ଅଧିକ ଦେବେ ଉପଭୋକ୍ତା । ପୂର୍ବରୁ ଏହି ସେସ ୭ ଟଙ୍କା ଥିଲା । କିନ୍ତୁ ଏବେ ଏହି ସେସକୁ ବୃଦ୍ଧି କରିବାର ନିଷ୍ପତି ନେଇଛନ୍ତି ସୁଖବିନ୍ଦର ସିଂ ସୁଖୁ ସରକାର ।
ବୋତଲ ପିଛା ୧୦ ଟଙ୍କା ସେସ ଲଗାଇଲେ ହମାଚଳ ପ୍ରଦେଶର ନୂତନ ସରକାର ।
ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ ପ୍ରତ୍ୟେକ ବର୍ଷ ଏକ ହଜାର ୮୨୯ କୋଟି ଟଙ୍କାର ମଦ ବିକ୍ରି ହୋଇଥାଏ ।