ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ଶାରଦୀୟ ନବରାତ୍ରୀ । ଏହି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହା ।
ମୋଦି କହିଛନ୍ତି କି, ନବରାତ୍ରୀର ପବିତ୍ର ଉତ୍ସବରେ ବହୁତ ବହୁତ ଶୁଭେଚ୍ଛା । ଜଗତ ଜନନୀ ମା ଜଗଦମ୍ବା ଆପଣ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ର ସଂଚାର କରନ୍ତୁ । ଜୟ ମାତା ଦୀ ।
नवरात्रि के पावन पर्व की बहुत-बहुत बधाई। जगत जननी मां जगदंबा आप सभी के जीवन में सुख, शांति और समृद्धि का संचार करें। जय माता दी!
— Narendra Modi (@narendramodi) October 17, 2020
ସେହିପରି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହା ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇ ସମସ୍ତଙ୍କ ଉପରେ କୃପା ଏବଂ ଆର୍ଶିବାଦ ବଳବତ୍ତର ରଖିବା ପାଇଁ ମା ଭଗବତିଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି କି, ତପ, ସାଧନା ଏବଂ ଶକ୍ତି ଉପାସନାର ପ୍ରତିକ ହେଉଛି ନବରାତ୍ରୀ । ନବରାତ୍ରୀର ମହାପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ମା ଭଗବତୀ ତାଙ୍କର ଆର୍ଶିବାଦ ଏବଂ କୃପା ସମସ୍ତଙ୍କ ଉପରେ ବଳବତ୍ତର ରଖନ୍ତୁ । ଜୟ ମାତା ଦୀ ।
‘नवरात्रि’ तप, साधना और शक्ति उपासना का प्रतीक है।
नवरात्रि के महापर्व की समस्त देशवासियों को हार्दिक शुभकामनाएँ। माँ भगवती सभी पर अपनी कृपा व आशीर्वाद बनाये रखें।
जय माता दी! pic.twitter.com/cuIvns5RmI— Amit Shah (@AmitShah) October 17, 2020