ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଫିଲ୍ମ ନିର୍ମାତା ଅନୁଭନ ସିନ୍ହା ଗୀତ କପିକୁ ନେଇ ଅଭିଯୋଗ ଆଣିଛନ୍ତି ।ସେ ଟାର୍ଗେଟ କରିଛନ୍ତି ବିଜେପିକୁ । ବିଜେପି ଜାରି କରିଥିବା ତାର ବିହାର ନିର୍ବାଚନ ରାପ୍ ତାଙ୍କର ଭୋଜପୁରୀ ରାପ୍ ନମ୍ବର ‘ବମବଇ ମେ କା ବା’ (ମୁମ୍ବାଇରେ କ’ଣ ଅଛି?)କୁ ଖୋଲାଖୋଲି ଭାବେ ନକଲ କରୁଥିବା କହିଛନ୍ତି। ତାଙ୍କ ଗୀତରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା ଦେଖାଇବାକୁ ଚେଷ୍ଟା କରାଯାଇଛି। ଯେଉଁମାନେ ରୋଜଗାର ସନ୍ଧାନରେ ନିଜ ଗାଁ ଛାଡି ସହରକୁ ଯାଉଛନ୍ତି।ଗତ ମାସରେ ଅନୁଭବ ସିନ୍ହାଙ୍କ ଏହି ଗୀତ ରିଲିଜ ହୋଇଥିଲା। ଗୀତରେ ନଜର ଆସିଛନ୍ତି ଅଭିନେତା ମନୋଜ ବାଜପେୟୀ। ସେ ଗୀତରେ କୁହାଯାଇଛି ବିହାରର ଲୋକମାନେ ସାଧାରଣତଃ ଅସୁବିଧା ଅବସ୍ଥାରେ ମୁମ୍ବାଇରେ କାମ ଖୋଜନ୍ତି। ସିହ୍ନା ଓ ମନୋଜ ବାଜପେୟୀଙ୍କ ସମ୍ବନ୍ଧ ମଧ୍ୟ ବିହାର ସହ ରହିଛି।
ବିଜେପିର ବିହାର ଗୀତର ଶୀର୍ଷକ ରହିଛି ‘ବିହାର ମେ ଇ ବା’ ଓ ଏଥିରେ ରାଜ୍ୟର ହେଲଥ କେୟାର ଓ ଶିକ୍ଷା ଢ଼ାଞ୍ଚା, ଲକଡାଉନ ପରେ ଦିଆଯାଇଥିବା ଋଣ ସୁବିଧା ଓ ବିହାରରେ ଏନଡିଏ ସରକାର ଦ୍ୱାରା ଗ୍ରହଣ କରାଯାଇଥିବା ଅନ୍ୟ ପଦକ୍ଷେପକୁ ଦେଖାଇବାକୁ ଚେଷ୍ଟା କରାଯାଇଛି।ସିନ୍ହା ଏହି କଥା ଟ୍ୱିଟରରେ ପୋଷ୍ଟ କରିଛନ୍ତି । କହିଛନ୍ତି ବିହାର ନିର୍ବାଚନ ପାଇଁ ଏହିଭଳି ଗୀତ ହୋଇଛି ଯାହାକୁ ମୁଁ ଛଅ ମାସ ତଳେ ରିଲିଜ କରିଥିଲି ।
ବିହାର ବିଜେପି ମହାସଚିବ ଦିବେଶ କୁମାର କହିଛନ୍ତି ଏ ମାମଲା ତଥ୍ୟ ନ ମିଳିବା ଯାଏଁ ଏହା ଉପରେ ଟିପ୍ପଣୀ ଦେଇ ହେବ ନାହିଁ। ଜଣେ ବିଜେପି ନେତା କହିଛନ୍ତି ତାଙ୍କ ଗୀତକୁ ନକଲ କରାଯାଇ ନାହିଁ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024