ନୟାଗଡ (ଏଟିଆର ବ୍ୟୁରୋ) ; ପାଇଖାନା ଥିବ ଯାହାଙ୍କ ଘରେ ଝିଅ ବାହାଦେବି ତାଙ୍କରି ଘରେ । ଏଭଳି ଅନେକ ସଚେତନ ବାଣୀକୁ ନେଇ ନୟାଗଡ ଜିଲ୍ଳା ନୂଆଗାଁ ବ୍ଳକର ନୂଆଗାଁ,ମହିପୁର,ଶିଖରଗୋଛା,ଜିଗିନିପଡା ଏବଂ କୋଶଳାଙ୍ଗ ଆଦି ଅନେକ ଜାଗାରେ ଡାକ୍ତରଖାନା କର୍ମଚାରୀଙ୍କ ତତ୍ୱାବଧାନତାରେ ସଭା ଏବଂ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛନ୍ତି ।
ସାଧାରଣତଃ ଗାଁରେ ଲୋକମାନେ ପଦାରେ ମଳ ତ୍ୟାଗ କରିଥାନ୍ତି । ଯାହାଦ୍ୱାରା ଅନେକ ରୋଗ ହୋଇଥାଏ ଏବଂ ଲୋକମାନେ କିପରି ସଫା ସୁତୁରା ରହିବେ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମହିପୁର ଡାକ୍ତରଖାନାର ବନମାଳି ପ୍ରଧାନ,ପବିତ୍ର ମୋହନ ପ୍ରଧାନ,ରଘୁନାଥ ନାଏକ,ସୁଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ । ଏମାନଙ୍କୁ ସହଯୋଗ କରିଥିଲେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀମାନେ ।
ରିପୋର୍ଟ ;ଗୁଣନିଧି ବେହେରା
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024