ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପାଖେଇ ଆସୁଛି ଦଶହରା । ଭକ୍ତଙ୍କ ମନ ମୋହିବାକୁ ସବୁ ପୂଜା ମଣ୍ଡପ କରିଛନ୍ତି କିଛି ନୂଆ ପ୍ରୟାସ । କିଏ ମେଢ଼କୁ ସଜାଇବାରେ ଲାଗିଛନ୍ତି ତ ଆଉନˆହି ତ୍ୱରଣ ପାଇଁ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ମାତ୍ର ଭୋ÷ମନଗର ପୂଜା ମଣ୍ଡପ ଲୋକଙ୍କ ପାଇଁ ରଖିଛି ମନୋରଞ୍ଜନ ଖୋରାଗ ।
ଆଜି ସକାଳେ ଭୋ÷ମନଗର ପୂଜାମଣ୍ଡପ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ମୁଁ ବି ଗୀତ ଗାଇବି ପାଇଁ ଅଡିସନ । ଯାହାର ସଂଯୋଜକ ଅଛନ୍ତି ରାଜା ବାବୁ । ଏବଂ ଏହାକୁ ପରିଚାଳନା କରିଛନ୍ତି ପୂଜାମଣ୍ଡପର ସଭାପତି ପ୍ରମୋଦ କୁମାର ଏବଂ ସମ୍ପାଦକ ଶିବ ସୁଆର । ଏଠାରେ ଅନୁଷ୍ଠିତ ହୋଇଥିବା ଏହି ଅଡିସନରେ ଯେଉଁ ପ୍ରତିଯୋଗୀମାନେ ଭଲ କରିବେ ସେମାନ ୧୭ ତାରିଖରେ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଉଥିବା ସଙ୍ଗୀତ କାର୍ଯ୍ୟକ୍ରମରେ ଗୀତ ଗାଇବାର ସୁଯୋଗ ପାଇପାରିବ ।
କାରଣ ପୂର୍ବରୁ କୈାଣସି ବି ଅନୁଷ୍ଠାନ ଏଭଳି କରିନଥିଲେ । ମାତ୍ର ଏଥର ଏକ ନିଆରା ପ୍ରୟାସ କରିଛି ଭୈାମନଗର ପୂଜା କମିଟି ।
ରିପୋର୍ଟ ; ଗୁଣନିଧି ବେହେରା
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024