ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପୁରୀ ଜିଲ୍ଳାର ସତ୍ୟବାଦୀର ବକୁଳ ବନଠାରେ ଓଡିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କାରଣ ଓଡିଶାରେ ୧୮ ବର୍ଷ ଧରି ଶାସନରେ ଥିବା ନବୀନ ପଟ୍ଟନାୟକ ନିଜେ ଓଡିଆରେ କହିବା ପାଇଁ ଅସମର୍ଥ । ମାତ୍ର ସେ ପୁଣି ଓଡିଆ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର କରୁଛନ୍ତି ।
ପିସିସି ସଭାପତି ସମାଲୋଚନା କରି କହିଛନ୍ତି କି ଏହି ବିଶ୍ୱବିଦ୍ୟାଳୟ ଆରମ୍ଭ ହେଲେ ଏଠାରେ ନିଜେ ମୁଖ୍ୟମନ୍ତ୍ରୀ ପାଠ ପଢ଼ନ୍ତୁ ବୋଲି କହି କଟାକ୍ଷ କରିଛନ୍ତି ପିସିସି ସଭାପତି । ଏବଂ ସେ ମଧ୍ୟ କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଆ କହିପାରୁନଥିବା ସେବା ଅଧିକାରୀମାନେ ବି ସେଠାରେ ଆଡମିସନ କରିବା ଦରକାର ବୋଲି ନିରଞ୍ଜନ ମତ ରଖିଛନ୍ତି । କାରଣ ଏତେ ଦିନ ଧରି ଶାସନଭାରରେ ରହି ମଧ୍ୟ ଓଡିଆରେ ଦୁର୍ବଳ କାହିଁକି ବୋଲି କଟାକ୍ଷ କରିଛନ୍ତି ପିସିସି ସଭାପତି ।
ପିସିସି ସଭାପତିଙ୍କ ଏଭଳି କଟାକ୍ଷରେ ମତ ଦେଇଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି କି ଯଦି ପିସିସି ସଭାପତିଙ୍କର ଓଡିଆ ଭାଷାରେ ଏତେ ଦକ୍ଷ ଅଛି ତେବେ କଂଗ୍ରେସ ସରକାରରେ ଥିବା ସମୟରେ ନିଜେ ମନ୍ତ୍ରୀ ମଣ୍ଡଳରେ ଥିଲେ ସେତେବେଳେ ତ କାଇଁ ଓଡିଆ ବିଶ୍ୱବିଦ୍ୟାଳୟ କଥା ଚିନ୍ତାକରିନଥିଲେ । ଆଜି ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏତେ ବଡ ନିଷ୍ପତି କାହିଁକି ବିରୋଧ କରୁଛନ୍ତି ବୋଲି ମତ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024