ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପୁରୀ ଜିଲ୍ଳାର ସତ୍ୟବାଦୀର ବକୁଳ ବନଠାରେ ଓଡିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କାରଣ ଓଡିଶାରେ ୧୮ ବର୍ଷ ଧରି ଶାସନରେ ଥିବା ନବୀନ ପଟ୍ଟନାୟକ ନିଜେ ଓଡିଆରେ କହିବା ପାଇଁ ଅସମର୍ଥ । ମାତ୍ର ସେ ପୁଣି ଓଡିଆ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର କରୁଛନ୍ତି ।
ପିସିସି ସଭାପତି ସମାଲୋଚନା କରି କହିଛନ୍ତି କି ଏହି ବିଶ୍ୱବିଦ୍ୟାଳୟ ଆରମ୍ଭ ହେଲେ ଏଠାରେ ନିଜେ ମୁଖ୍ୟମନ୍ତ୍ରୀ ପାଠ ପଢ଼ନ୍ତୁ ବୋଲି କହି କଟାକ୍ଷ କରିଛନ୍ତି ପିସିସି ସଭାପତି । ଏବଂ ସେ ମଧ୍ୟ କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଆ କହିପାରୁନଥିବା ସେବା ଅଧିକାରୀମାନେ ବି ସେଠାରେ ଆଡମିସନ କରିବା ଦରକାର ବୋଲି ନିରଞ୍ଜନ ମତ ରଖିଛନ୍ତି । କାରଣ ଏତେ ଦିନ ଧରି ଶାସନଭାରରେ ରହି ମଧ୍ୟ ଓଡିଆରେ ଦୁର୍ବଳ କାହିଁକି ବୋଲି କଟାକ୍ଷ କରିଛନ୍ତି ପିସିସି ସଭାପତି ।
ପିସିସି ସଭାପତିଙ୍କ ଏଭଳି କଟାକ୍ଷରେ ମତ ଦେଇଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି କି ଯଦି ପିସିସି ସଭାପତିଙ୍କର ଓଡିଆ ଭାଷାରେ ଏତେ ଦକ୍ଷ ଅଛି ତେବେ କଂଗ୍ରେସ ସରକାରରେ ଥିବା ସମୟରେ ନିଜେ ମନ୍ତ୍ରୀ ମଣ୍ଡଳରେ ଥିଲେ ସେତେବେଳେ ତ କାଇଁ ଓଡିଆ ବିଶ୍ୱବିଦ୍ୟାଳୟ କଥା ଚିନ୍ତାକରିନଥିଲେ । ଆଜି ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏତେ ବଡ ନିଷ୍ପତି କାହିଁକି ବିରୋଧ କରୁଛନ୍ତି ବୋଲି ମତ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024