ଭୋଟ ଗଣତିରେ ଆସୁଥିବା ସୂଚନାରେ ରାଜ୍ୟର ବହୁ ହେବିୱେଟ ନେତା ପଛରେ ପଡିଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ଖବର ଲେଖାଯିବା ସମୟ ପର୍ଯ୍ୟନ୍ତ କେଉଁ ହେବିୱେଟ ନେତା ପଛରେ ପଡିଛନ୍ତି ।
ସୋନପୁର – ନିରଞ୍ଜନ ପୂଜାରି (ବିଜେଡି)
ଜଗତସିଂହପୁର – ଚିରଞ୍ଜିବ ବିଶ୍ୱାଳ ( କଂଗ୍ରେସ)
ଘଷିପୁରା/ଭଣ୍ଡାରି ପୋଖରି – ନିରଞ୍ଜନ ପଟ୍ଟନାୟକ ( କଂଗ୍ରେସ)
ନିଆଳି – ଛବି ମଲ୍ଲିକ ( ବିଜେପି)
ବାଲିକୁଦା ଏରସମା- ଦାମଦୋର ରାଉତ( ବିଜେପି)
ପାରାଦୀପ – ଅରିନ୍ଦମ ସର୍ଖେଲ ( କଂଗ୍ରେସ)
ତିର୍ତୋଲ – ରମାକାନ୍ତ ଭୋଇ (ବିଜେପି)
ନିମାପଡା – ପ୍ରଭାତି ପରିଡା ( ବିଜେପି)
ସତ୍ୟବାଦୀ – ପ୍ରସାଦ ହରିଚନ୍ଦନ ( କଂଗ୍ରେସ)
ଭୁବନେଶ୍ୱର ( ଉତ୍ତର )- ଅପରାଜିତା ମହାନ୍ତି (ବିଜେପି)
ଚିଲିକା – ପୃଥୀରାଜ ହରିଚନ୍ଦନ ( ବିଜେପି)
ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ ( ବିଜେଡି)
ହିଞ୍ଜିଳି – ପୀତାମ୍ବର ଆଚାର୍ଯ୍ୟ( ବିଜେପି)
ଦିଗପହଣ୍ଡି – ପିଙ୍କି ପ୍ରଧାନ ( ବିଜେପି)
ଏହି ଚର୍ଚ୍ଚିତ ଚେହେରା ମାନେ ଗତ ନିର୍ବାଚନ ପ୍ରଚାର ବେଳେ ଆଗରେ ରହିଥିଲେ । ସବୁଠୁ ଚର୍ଚ୍ଚାରେ ଥିବା ବିଜେପି ପ୍ରାର୍ଥୀ ଦାମ ରାଉତ ମଧ୍ୟ ଏଥର ପଛରେ ପଡିଯାଇଛନ୍ତି । ତାଙ୍କ ପୁଅ ସମ୍ବିତ ରାଉତ ରାୟ ବିଜେଡିରୁ ଆଗରେ ଥିବା ବେଳେ ଦାମ ରଘୁନନ୍ଦନଙ୍କ ଠାରୁ ପଛରେ ରହିଛନ୍ତି । ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଠିଆ ହୋଇଥିବା ଦୁଇଟି ଆସନରେ ପଛରେ ରହିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024