ଭୋଟ ଗଣତିରେ ଆସୁଥିବା ସୂଚନାରେ ରାଜ୍ୟର ବହୁ ହେବିୱେଟ ନେତା ପଛରେ ପଡିଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ଖବର ଲେଖାଯିବା ସମୟ ପର୍ଯ୍ୟନ୍ତ କେଉଁ ହେବିୱେଟ ନେତା ପଛରେ ପଡିଛନ୍ତି ।
ସୋନପୁର – ନିରଞ୍ଜନ ପୂଜାରି (ବିଜେଡି)
ଜଗତସିଂହପୁର – ଚିରଞ୍ଜିବ ବିଶ୍ୱାଳ ( କଂଗ୍ରେସ)
ଘଷିପୁରା/ଭଣ୍ଡାରି ପୋଖରି – ନିରଞ୍ଜନ ପଟ୍ଟନାୟକ ( କଂଗ୍ରେସ)
ନିଆଳି – ଛବି ମଲ୍ଲିକ ( ବିଜେପି)
ବାଲିକୁଦା ଏରସମା- ଦାମଦୋର ରାଉତ( ବିଜେପି)
ପାରାଦୀପ – ଅରିନ୍ଦମ ସର୍ଖେଲ ( କଂଗ୍ରେସ)
ତିର୍ତୋଲ – ରମାକାନ୍ତ ଭୋଇ (ବିଜେପି)
ନିମାପଡା – ପ୍ରଭାତି ପରିଡା ( ବିଜେପି)
ସତ୍ୟବାଦୀ – ପ୍ରସାଦ ହରିଚନ୍ଦନ ( କଂଗ୍ରେସ)
ଭୁବନେଶ୍ୱର ( ଉତ୍ତର )- ଅପରାଜିତା ମହାନ୍ତି (ବିଜେପି)
ଚିଲିକା – ପୃଥୀରାଜ ହରିଚନ୍ଦନ ( ବିଜେପି)
ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ ( ବିଜେଡି)
ହିଞ୍ଜିଳି – ପୀତାମ୍ବର ଆଚାର୍ଯ୍ୟ( ବିଜେପି)
ଦିଗପହଣ୍ଡି – ପିଙ୍କି ପ୍ରଧାନ ( ବିଜେପି)
ଏହି ଚର୍ଚ୍ଚିତ ଚେହେରା ମାନେ ଗତ ନିର୍ବାଚନ ପ୍ରଚାର ବେଳେ ଆଗରେ ରହିଥିଲେ । ସବୁଠୁ ଚର୍ଚ୍ଚାରେ ଥିବା ବିଜେପି ପ୍ରାର୍ଥୀ ଦାମ ରାଉତ ମଧ୍ୟ ଏଥର ପଛରେ ପଡିଯାଇଛନ୍ତି । ତାଙ୍କ ପୁଅ ସମ୍ବିତ ରାଉତ ରାୟ ବିଜେଡିରୁ ଆଗରେ ଥିବା ବେଳେ ଦାମ ରଘୁନନ୍ଦନଙ୍କ ଠାରୁ ପଛରେ ରହିଛନ୍ତି । ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଠିଆ ହୋଇଥିବା ଦୁଇଟି ଆସନରେ ପଛରେ ରହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024