ଭୁବନେଶ୍ୱର (ଏଟିଆର ବୁରୋ) ; ସୂଚନା ଅଧିକାର ଦିବସରେ ଲୋକଙ୍କୁ ସଚେତନ କରିବା ପାଇଁ ଗତ କାଲି ଗଢ଼ିଥିବା ସୂଚନା ଅଧିକାର ରଥ ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଛି । ପଦ ଯାତ୍ରା କରି ଛାତ ଛାତୀମାନେ ଲୋକଙ୍କ ପାଖରେ ପହଁଞ୍ଚିବା ସହ ସଚେତନ କରାଥିବାର ଦୃଶ୍ୟ ଆଜି ରାଜଧାନୀରେ ଦେଖିବାକୁ ମିଳିଛି ।
ଛାତ୍ର ଛାତ୍ରୀମାନେ ପଥପ୍ରାନ୍ତ ନାଟକ କରିଛନ୍ତି । ଯାହାଦ୍ୱାରା କି ଲୋକମାନେ ସହଜରେ ସୂଚନା ଅଧିକାର ସମ୍ପର୍କରେ ଜାଣିବା ସହ ଛାତ୍ରଛାତ୍ରୀଙ୍କ ଅଭିନୟର ମଜାକୁ ଉପଭୋଗ କରିଛନ୍ତି । ଆସନ୍ତା କାଲି ଏହି ରଥ କଟକ ସହର ବୁଲିବ ବୋଲି ସୂଚନା ଦେଇଛନ୍ତି ସୂଚନା ଅଧିକାରର ଆବାହକ ମନୋରଞ୍ଜନ ପଣ୍ଡା ।
ରିପୋର୍ଟ ; ଗୁଣନିଧି ବେହେରା
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024