ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୟୁର ପୁଚ୍ଛ ଶ୍ରୀ ଭଗବାନ କୃଷ୍ଣ ଙ୍କର ଅତିପ୍ରିୟ ହୋଇଥାଏ । ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା ହୋଇଥାଏ । ଲୋକେ କୁହନ୍ତି ମୟୁର ପୁଚ୍ଛ କୁ ଘରେ ରଖିବା ଦ୍ୱାରା ଘରେ ଶାନ୍ତ ପରିବେଶ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ମୟୁର ପୁଚ୍ଛ ର ରହସ୍ୟ ।
ଘରର ମୁଖ୍ୟ ଦ୍ୱାରରେ ମୟୁର ପୁଚ୍ଛ ଲଗାଇଲେ ଅନେକ ଶୁଭ ଫଳ ମିଳିଥାଏ । ଏବଂ ଏଥିସହ ଆପଣଙ୍କ ଘରକୁ କୌଣସି ନକାରତ୍ମକ ଶକ୍ତି ପ୍ରବେଶ କରିନଥାଏ । ୩ଟି ମୟୁର ପୁଚ୍ଛ ଦ୍ୱାରରେ ଲଗାଇ ଓଁ ଦ୍ୱାରପାଳାୟ ନମଃ ଜାଗ୍ରୟ ସ୍ଥାପୟୌ ଶ୍ୱାହା ମନ୍ତ୍ର ଲେଖି ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ ।
ପିଲାମାନେ କାନ୍ଦୁଥିଲେ ବା ଚିଡ଼ଚିଡ଼ା ହେଉଥିଲେ ତେବେ ପଙ୍ଖାରେ ମୟୁର ପୁଚ୍ଛ ଲଗାଇ ବା ଦ୍ୱାରା ପିଲାଟି ଆଉ କାନ୍ଦିବ ନାହିଁ ।
ଘରର ଆର୍ଥିକ ସଂକଟ ଦୂର କରିବା ପାଇଁ , ରାଧାକୃଷ୍ଣ ମୁକୁଟରେ ମୟୁର ପୁଚ୍ଛ ଲଗାନ୍ତୁ । ଏବଂ ଏହାକୁ ଆଣି ନିଜ ଆଲମିରାରେ ର୍ଖନ୍ତୁ ।
ପିଲାମାଙ୍କୁ ନଜର ଲାଗୁଥିଲେ ମୟୁର ପୁଚ୍ଛ ର ଏକ ତାବିଜ କରାଇ ପିନ୍ଧାଇ ପାରିବେ ।
ଗ୍ରହମାନଙ୍କର ଅଶୁଭ ପ୍ରଭାବ ପଡ଼ିଲେ ମୟୁର ପୁଚ୍ଛ ଉପରେ ୨୧ ଥର ଗ୍ରହ ମନ୍ତ୍ର ବୋଲି ପାଣି ଛିଞ୍ଚି ଦିଅନ୍ତୁ ।ଏବଂ ଏହାକୁ ଏପରି ସ୍ଥାନରେ ରଖିବେ ଯେଉଁଠାରେ ଆପଣଙ୍କ ଦୃଷ୍ଟି ପଡ଼ୁଥିବ ।
ଆଗ୍ନେୟ କୋଣରେ ମୟୁର ପୁଚ୍ଛ ଲଗାଇଲେ ଘରର ବାସ୍ତୁ ଦୋଷ ଦୁର ହୋଇଥାଏ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024