ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୟୁର ପୁଚ୍ଛ ଶ୍ରୀ ଭଗବାନ କୃଷ୍ଣ ଙ୍କର ଅତିପ୍ରିୟ ହୋଇଥାଏ । ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା ହୋଇଥାଏ । ଲୋକେ କୁହନ୍ତି ମୟୁର ପୁଚ୍ଛ କୁ ଘରେ ରଖିବା ଦ୍ୱାରା ଘରେ ଶାନ୍ତ ପରିବେଶ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ମୟୁର ପୁଚ୍ଛ ର ରହସ୍ୟ ।
ଘରର ମୁଖ୍ୟ ଦ୍ୱାରରେ ମୟୁର ପୁଚ୍ଛ ଲଗାଇଲେ ଅନେକ ଶୁଭ ଫଳ ମିଳିଥାଏ । ଏବଂ ଏଥିସହ ଆପଣଙ୍କ ଘରକୁ କୌଣସି ନକାରତ୍ମକ ଶକ୍ତି ପ୍ରବେଶ କରିନଥାଏ । ୩ଟି ମୟୁର ପୁଚ୍ଛ ଦ୍ୱାରରେ ଲଗାଇ ଓଁ ଦ୍ୱାରପାଳାୟ ନମଃ ଜାଗ୍ରୟ ସ୍ଥାପୟୌ ଶ୍ୱାହା ମନ୍ତ୍ର ଲେଖି ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ ।
ପିଲାମାନେ କାନ୍ଦୁଥିଲେ ବା ଚିଡ଼ଚିଡ଼ା ହେଉଥିଲେ ତେବେ ପଙ୍ଖାରେ ମୟୁର ପୁଚ୍ଛ ଲଗାଇ ବା ଦ୍ୱାରା ପିଲାଟି ଆଉ କାନ୍ଦିବ ନାହିଁ ।
ଘରର ଆର୍ଥିକ ସଂକଟ ଦୂର କରିବା ପାଇଁ , ରାଧାକୃଷ୍ଣ ମୁକୁଟରେ ମୟୁର ପୁଚ୍ଛ ଲଗାନ୍ତୁ । ଏବଂ ଏହାକୁ ଆଣି ନିଜ ଆଲମିରାରେ ର୍ଖନ୍ତୁ ।
ପିଲାମାଙ୍କୁ ନଜର ଲାଗୁଥିଲେ ମୟୁର ପୁଚ୍ଛ ର ଏକ ତାବିଜ କରାଇ ପିନ୍ଧାଇ ପାରିବେ ।
ଗ୍ରହମାନଙ୍କର ଅଶୁଭ ପ୍ରଭାବ ପଡ଼ିଲେ ମୟୁର ପୁଚ୍ଛ ଉପରେ ୨୧ ଥର ଗ୍ରହ ମନ୍ତ୍ର ବୋଲି ପାଣି ଛିଞ୍ଚି ଦିଅନ୍ତୁ ।ଏବଂ ଏହାକୁ ଏପରି ସ୍ଥାନରେ ରଖିବେ ଯେଉଁଠାରେ ଆପଣଙ୍କ ଦୃଷ୍ଟି ପଡ଼ୁଥିବ ।
ଆଗ୍ନେୟ କୋଣରେ ମୟୁର ପୁଚ୍ଛ ଲଗାଇଲେ ଘରର ବାସ୍ତୁ ଦୋଷ ଦୁର ହୋଇଥାଏ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024