ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ଏହି ଦିନ ବଜରଙ୍ଗୱାଲିଙ୍କ ପୂଜା କରିବା ଦ୍ୱାରା ଜୀବନରେ ସମସ୍ତ ଦୁଃଖ କଷ୍ଟ ଦୂର ହୁଏ । ରାମ ଭକ୍ତ ହନୁମାନଙ୍କ ନାଁ ଜପିବା ଦ୍ୱାରା ସବୁ ମଙ୍ଗଳ ହୋଇଥାଏ କିନ୍ତୁ ଆପଣ ଜାଣିଛନ୍ତି କି ଭଗବାନ ହନୁମାନଙ୍କର ୧୨ ଟି ନାଁ ଜପିବା ଦ୍ୱାରା ସମସ୍ତ ଦୁଃଖରୁ ମୁକ୍ତି ମିଳିଥାଏ । ରାମଚରିତ ମାନସ ଅନୁଯାୟୀ କଳିଯୁଗରେ ସବୁଠାରୁ ପ୍ରଭାବଶାଳୀ ଦେବତା ହେଉଛନ୍ତି ହନୁମାନ । ତାଙ୍କ ନାଁ ସୁମରିବା ଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଯିବ । ତେବେ ଆସନ୍ତୁ ଜାଣିବା ହନୁମାନଙ୍କ ନାଁର ମହିମା ବିଷୟରେ ।
– ହନୁମାନ
– ଅଞ୍ଜନୀସୁତ
– ବାୟୁପୁତ୍ର
– ମହାବଳ
– ରାମେଷ୍ଟ
– ଫାଲଗୁନସଖା
– ପିଙ୍ଗାକ୍ଷ
– ଅମିତବିକ୍ରମ
– ଉଦଧିକ୍ରମଣ
– ସୀତାଶୋକବିନାଶନ
– ଲକ୍ଷ୍ମଣପ୍ରାଣଦାତା
– ଦଶଗ୍ରିବଦର୍ପହା
କୁହାଯାଏ ହନୁମାନ ଚରିଞ୍ଜିବି ଅଟନ୍ତି ଏବଂ ସେ ଆଜି ବି ଜୀବିତ । ନିଜର ଅଦୃତ ଏବଂ କଠିନ ଭକ୍ତି ଯୋଗୁଁ ତାଙ୍କୁ ଅଷ୍ଟସିଦ୍ଧି ଏବଂ ନବନିଦ୍ଧିର ବରଦାନ ମିଳିଛି । ଏହି ବରଦାନ ଏବଂ ତାଙ୍କ ଇଷ୍ଟ ଦେବ ଶ୍ରୀରାମଙ୍କ କୃପା ଦ୍ୱାରା ହନୁମାନ ତାଙ୍କ ଭକ୍ତଙ୍କ କଷ୍ଟ ହରଣ କରିବାରେ ସକ୍ଷମ ହୋଇଥାନ୍ତି । ତାଙ୍କୁ ଉପସନା କରିବା ଦ୍ୱାରା ତୁରନ୍ତ ଫଳପ୍ରାପ୍ତି ହୋଇଥାଏ । ଭକ୍ତଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024