ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ଏହି ଦିନ ବଜରଙ୍ଗୱାଲିଙ୍କ ପୂଜା କରିବା ଦ୍ୱାରା ଜୀବନରେ ସମସ୍ତ ଦୁଃଖ କଷ୍ଟ ଦୂର ହୁଏ । ରାମ ଭକ୍ତ ହନୁମାନଙ୍କ ନାଁ ଜପିବା ଦ୍ୱାରା ସବୁ ମଙ୍ଗଳ ହୋଇଥାଏ କିନ୍ତୁ ଆପଣ ଜାଣିଛନ୍ତି କି ଭଗବାନ ହନୁମାନଙ୍କର ୧୨ ଟି ନାଁ ଜପିବା ଦ୍ୱାରା ସମସ୍ତ ଦୁଃଖରୁ ମୁକ୍ତି ମିଳିଥାଏ । ରାମଚରିତ ମାନସ ଅନୁଯାୟୀ କଳିଯୁଗରେ ସବୁଠାରୁ ପ୍ରଭାବଶାଳୀ ଦେବତା ହେଉଛନ୍ତି ହନୁମାନ । ତାଙ୍କ ନାଁ ସୁମରିବା ଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଯିବ । ତେବେ ଆସନ୍ତୁ ଜାଣିବା ହନୁମାନଙ୍କ ନାଁର ମହିମା ବିଷୟରେ ।
– ହନୁମାନ
– ଅଞ୍ଜନୀସୁତ
– ବାୟୁପୁତ୍ର
– ମହାବଳ
– ରାମେଷ୍ଟ
– ଫାଲଗୁନସଖା
– ପିଙ୍ଗାକ୍ଷ
– ଅମିତବିକ୍ରମ
– ଉଦଧିକ୍ରମଣ
– ସୀତାଶୋକବିନାଶନ
– ଲକ୍ଷ୍ମଣପ୍ରାଣଦାତା
– ଦଶଗ୍ରିବଦର୍ପହା
କୁହାଯାଏ ହନୁମାନ ଚରିଞ୍ଜିବି ଅଟନ୍ତି ଏବଂ ସେ ଆଜି ବି ଜୀବିତ । ନିଜର ଅଦୃତ ଏବଂ କଠିନ ଭକ୍ତି ଯୋଗୁଁ ତାଙ୍କୁ ଅଷ୍ଟସିଦ୍ଧି ଏବଂ ନବନିଦ୍ଧିର ବରଦାନ ମିଳିଛି । ଏହି ବରଦାନ ଏବଂ ତାଙ୍କ ଇଷ୍ଟ ଦେବ ଶ୍ରୀରାମଙ୍କ କୃପା ଦ୍ୱାରା ହନୁମାନ ତାଙ୍କ ଭକ୍ତଙ୍କ କଷ୍ଟ ହରଣ କରିବାରେ ସକ୍ଷମ ହୋଇଥାନ୍ତି । ତାଙ୍କୁ ଉପସନା କରିବା ଦ୍ୱାରା ତୁରନ୍ତ ଫଳପ୍ରାପ୍ତି ହୋଇଥାଏ । ଭକ୍ତଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024