BOLLYWOOD ଏହି ତାରିଖରେ ରିଲିଜ୍ ହେବ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ ATRNEWS BUREAU 15 Nov 2021 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ କୁ ଦେଖିବା ପାଇଁ ଅନେଇ ବସିଛନ୍ତି ଦର୍ଶକ । ଫିଲ୍ମ ରିଲିଜ୍ କୁ ନେଇ ଏବେ ପୁଣି ତାରିଖ ଘୋଷଣା କରାଯାଇଛି ... Read More »