ସୁନୀଲ ଗାଭାସ୍କର ଓ ଅନୁଷ୍କାଙ୍କ ବିବାଦରେ କଙ୍ଗନା କଲେ ଅନୁଷ୍କା ଶର୍ମାଙ୍କୁ ଟାର୍ଗେଟ : କହିଲେ ମୋ ବେଳକୁ ଚୁପ ଥିଲେ ଅନୁଷ୍କା
ମୁମ୍ବାଇ(ଏଟିଆର ବ୍ୟୁରୋ):ଏବେ କଙ୍ଗନା ଅନୁଷ୍କାଙ୍କୁ କରିଛନ୍ତି ପ୍ରଶ୍ନ । ବିରାଟ କୋହଲିଙ୍କ ପ୍ରଦର୍ଶନ ପାଇଁ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଅନୁଷ୍କା ଶର୍ମାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଯାହା ପରେ ତାଙ୍କୁ ...