ODISHA ରାଜଧାନୀରେ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ଦିଆଯିବ କରୋନା ଟିକା ATRNEWS BUREAU 30 Mar 2021 ଭୁବନେଶ୍ୱର(ଏଟିଆର ବ୍ରୁରୋ): ଏଣିକି ରାଜଧାନୀରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କରୋନା ଟିକା ଦିଆଯିବ । ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯିବ । ... Read More »