ସ୍ଥଳସେନାର ଉପମୁଖ୍ୟ ହେବେ ଚଣ୍ଡି ପ୍ରସାଦ ମହାନ୍ତି
ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ । ରାଷ୍ଟ୍ରିୟ ଇଣ୍ଡିଆନ ମିଲିଟାରି କଲେଜ,ଡେରାଡୁନ,ନ୍ୟାସନାଲ ଡିଫେନ୍ସ ଏକାଡେମି ଓ ଡେରାଡୁନରୁ ନିଜର ସଫଳତା ପୂର୍ବକ ଶିକ୍ଷା ଓ ତାଲିମ ...