କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଆରଟିପିସିଆର ବାଧ୍ୟତାମୂଳକ
ଭୁବନେଶ୍ୱର(ଏଟିଆ ବ୍ୟୁରୋ): କୁମ୍ଭମେଳାରୁ ଫେରୁଥିବା ଲୋକମାନେ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । କୁମ୍ଭମେଳା ଫେରନ୍ତାଙ୍କ ସଂପର୍କରେ ତାଲିକା ପ୍ରଦରନ କରିବା ପାଇଁ ଜିଲ୍ଲାପାଳ ଓ କମିଶନରେଟଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିସନର ...