ବିଜେପି ସାଂସଦ ରବି କିଶନଙ୍କୁ ମିଳିଲା ୱାଇ ପ୍ଲସ ସୁରକ୍ଷା, ଯୋଗୀ ଆଦିତ୍ୟନାଥଙ୍କୁ ଜଣାଇଲେ ଧନ୍ୟବାଦ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଂସଦ ଗୃହରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଥିବା ଅଭିନେତା ତଥା ବିଜେପି ସାଂସଦ ରବି କିଶନ ପୁଣି ଥରେ ଏବେ ଚର୍ଚ୍ଚାରେ ଅଛନ୍ତି । ସଂସଦର ମୌସୁମୀ ...