କଂଗ୍ରେସକୁ ପ୍ରିୟଙ୍କାଙ୍କ ଠାରେ ଇନ୍ଦୀରା ଗାନ୍ଧୀ ନଜର ଆସୁଛି କିନ୍ତୁ ରାହୁଲ ଗାନ୍ଧୀଙ୍କଠାରେ ଫିରୋଜ ଗାନ୍ଧୀ କାହିଁକି ନୁହେଁ: ବିଜେପି ନେତା
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରିୟଙ୍କ ଗାନ୍ଧୀ ଭଦ୍ରା ବର୍ତ୍ତମାନ ମହାସଚିବ ଏବଂ ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀର ପଦ ସମ୍ଭାଳୀ ନାହାନ୍ତି କିନ୍ତୁ ତାଙ୍କର ନିଯୁକ୍ତି ପରେ ହିଁ କଂଗେସ ଉପରେ ବିଭିନ୍ନ ଦଳ ...