NATIONAL NEWS ରାଜନୀତି କରିବେ ପ୍ରକାଶ ରାଜ ATRNEWS BUREAU 02 Jan 2019 ମୁମ୍ବାଇ (ଏଟିଆର ବ୍ୟୁରୋ); ରାଜନୀତି ମୈଦାନରେ ଯୋଗଦେବେ ଦକ୍ଷିଣୀ ଭିଲିଆଲ ପ୍ରକାଶ ରାଜ । ତେବେ କୈାଣସି ରାଜନୈତିକ ଦଳରେ ଯୋଗ ଦେବେନି । ୧୦୨୯ ସାଧାରଣ ନିର୍ବାଚନରେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବେ ... Read More »
LIFESTYLE ଏହି ରୋଗୀ ବିଲକୁଲ୍ ଫୁଲକୋବି ସେବନ କରନ୍ତୁ ନାହିଁ ATRNEWS BUREAU 02 Jan 2019 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଶୀତ ଋତୁରେ ଭିନ୍ନ ଭିନ୍ନ ପ୍ରକାରର ସବୁଜ ପନିପରିବା ବଜାରରେ ଉପଲବ୍ଧ ଥାଏ । ଆପଣମାନେ ସମସ୍ତ ଜାଣିଥିବେ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ୍ ଉପଯୋଗୀ । ସେହି ... Read More »
NEWS IN VIDEOS ଆତଙ୍କ ଖେଳାଉଛି ଅଜଣା ଚିଠି ATRNEWS BUREAU 02 Jan 2019 କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ନିମପୁର ପୋଖରୀସାହି ଗାଁ ଲୋକଙ୍କ ନିଦ ହଜାଇ ଦେଇଛି ଚିଠି । ଚିଠିରେ ଲେଖା ଯାଇଛି ଗାଁରେ ଚାଲିଛି ତନ୍ତ୍ର ସାଧନା । ତନ୍ତ୍ର ... Read More »
ACCIDENTS & MISHAPS ମହୋତ୍ସବ ଦେଖି ଫେରୁଥିବା ବେଳେ ପୋଲ ତଳକୁ ଖସିପଡି ମରିଗଲେ ୨ ଯୁବକ ATRNEWS BUREAU 02 Jan 2019 ଯାଜପୁର (ଏଟିଆର ବ୍ୟୁରୋ); ଧର୍ମଶାଳା ମହୋତ୍ସବ ଦେଖି ଫେରୁଥିବା ବେଳେ ଇମାମ ନିକଟରେ ଥିବା ପୋଲ ତଳକୁ ଖସି ପଡି ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ ଟୁକୁନା ... Read More »
BOLLYWOOD ନୂଆବର୍ଷରେ ନିଆ ଶର୍ମାଙ୍କ ବୋଲ୍ଡନେସ୍ ଲୁକ୍ ATRNEWS BUREAU 02 Jan 2019 ମୁମ୍ବାଇ (ଏଟିଆର ବ୍ୟୁରୋ): ଉଦୟ ହୋଇ ଯାଇଛି ୨୦୧୯ର ସକାଳ । ନୂତନ ବର୍ଷର ଏହି ପହିଲି ସକାଳ ବୋଲ୍ଡନେସରୁ ହିଁ ଆରମ୍ଭ କରିଛନ୍ତି କିଛି ଟିଭି କଳାକାର । ସେହି କଳାକାରମାନଙ୍କ ତାଲିକାରେ ... Read More »
ACCIDENTS & MISHAPS ନୂଆ ବର୍ଷରୁ ନିଆଁ ATRNEWS BUREAU 02 Jan 2019 ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଏସି ପାଇଁ ଅଗ୍ନିକାଣ୍ଡ । ଜଳିଗଲା ସୋରୁମ । ନୂଆବର୍ଷ ଆରମ୍ଭରୁ ଏହି ପ୍ରଥମ ଅଗ୍ନିକାଣ୍ଡ ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିଟ ସେଣ୍ଟରରେ ଥିବା ଏକ ସୋରୁମରେ । ଏସି ... Read More »
ACCIDENTS & MISHAPS ବର୍ଷ ଆରମ୍ଭରୁ ବାଲେଶ୍ୱରରେ ଦୁର୍ଘଟଣା, ଚାଲିଗଲା ମା’ ରହିଗଲା ଝିଅ ATRNEWS BUREAU 02 Jan 2019 ବାଲେଶ୍ୱର,(ଏଟିଆର ବ୍ୟୁରୋ): ବର୍ଷ ଆରମ୍ଭରୁ ହିଁ ବାଲେଶ୍ୱରରେ ଘଟିଲା ଅଘଟଣ । ବାଲି ବୋଝେଇ ଟ୍ରକ ଧକ୍କାରେ ଆଖି ବୁଜିଲେ ମହିଳା । ମୃତ ମହିଳାଙ୍କ ନାଁ ଜ୍ୟୋତ୍ସ୍ନା ବେହେରା । କେବଳ ଏତିକି ... Read More »
CRIME INDIA ପୁଅ ସହିତ କଥା ହେଉଛି ଭାବି …. ଝିଅକୁ ଜିଅନ୍ତା ଜାଳିଲା ନୃଂଶସ ବାପା ATRNEWS BUREAU 02 Jan 2019 ଝିଅ ଫୋନରେ ଗପୁଥିବାରୁ ସନ୍ଦେହ କରି କିରୋସିନ ଲଗାଇ ଜିଅନ୍ତା ଜଳାଇ ଦେଲା ନୃଂଶସ ବାପା । ଏଥିରେ ଝିଅ ଶରୀରର ୭୦ ପ୍ରତିଶତ ଜଳି ଯାଇଥିବା ସୂଚନା ଦେଇଛନ୍ତି ଡାକ୍ତର । ଝିଅଟି ... Read More »
BOLLYWOOD ପିସିନିକ୍ ଏଭଳି କଲେ ନୂଆବର୍ଷର ସ୍ୱାଗତ ATRNEWS BUREAU 02 Jan 2019 ମୁମ୍ବାଇ (ଏଟିଆର ବ୍ୟୁରୋ): ସ୍ୱିଜରଲ୍ୟାଣ୍ଡରେ ପରିବାର ଏବଂ ବନ୍ଧୁଙ୍କ ସହ ମିଶି ନୂଆବର୍ଷର ସ୍ୱାଗତ କଲେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ । ଦୁହେଁ ତାଙ୍କ ସୋସିଆଲ ମିଡିଆରେ ନୂଆବର୍ଷ ସେଲିବ୍ରେସନ୍ ର ... Read More »