ଏହି ରେସ୍ତୋରାଂରେ ମିଳୁଛି ଦୀପିକା ପାଦୁକୋନଙ୍କ ନାଁର ଦୋଷା, ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
ମୁମ୍ବାଇ (ଏଟିଆର ବ୍ୟୁରୋ): ୨୦୧୯ର ଆରମ୍ଭ ଏକ ହୃଦୟସ୍ପର୍ଶୀ ଖବରରୁ ହିଁ କରିଛନ୍ତି ଡିମ୍ପଲଗର୍ଲ ଦୀପିକା ପାଦୁକୋନ୍ । ସେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି କି ବିଦେଶରେ କିପରି ତାଙ୍କ ...