BUSINESS INDIA ବିଶ୍ୱର ଶୀର୍ଷ ଧନୀ ତାଲିକାରେ ସାମିଲ ହେଲେ ମୁକେଶ ଅମ୍ବାନୀ ATRNEWS BUREAU 27 Feb 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ଏବଂ ଭାରତର ସବୁଠାରୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ ବିଶ୍ୱର ଶୀର୍ଷ ୧୦ ଧନୀ ତାଲିକାରେ ସାମିଲ ହୋଇଯାଇଛନ୍ତି । ରିପୋର୍ଟ ଅନୁଯାୟୀ ମୁକେଶ ଅମ୍ବାନୀଙ୍କର ... Read More »
ACCIDENTS & MISHAPS ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ,୧୧ ଗୁରୁତର ATRNEWS BUREAU 27 Feb 2019 କେନ୍ଦୁଝର (ଏଟିଆର ବ୍ୟୁରୋ); ବିଷାକ୍ତ ଖାଦ୍ୟ ଚାଲିଗଲା ଜଣଙ୍କର ଜୀବନ । ସେପଟେ ଆହୁରି ୧୧ ଜଣ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି । ଗୁରୁତର ମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି ... Read More »
EDUCATION ଭାଇରାଲ ହେଲା ହିନ୍ଦୀ ପ୍ରଶ୍ନପତ୍ର! ATRNEWS BUREAU 27 Feb 2019 ବଲାଙ୍ଗୀର (ଏଟିଆର ବ୍ୟୁରୋ); କଡା ତାଗିତ ସତ୍ତେ୍ୱ ମେଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ପୁଣିଥରେ ବୁଧବାର ହିନ୍ଦୀ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଶୁଣିବାକୁ ମିଳୁଛି ... Read More »
NATIONAL NEWS ବାୟୁସେନା ମିଗ୍ ବିମାନ ଦୁର୍ଘଟଣାଗସ୍ତ ATRNEWS BUREAU 27 Feb 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମୀର ବଡଗାମ ଠାରେ ଭାରତୀୟ ବାୟୁସେନାର ମିଗ୍ ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ ଘଟିଛି । ଏଥିରେ ଦୁଇ ଜଣ ପାଇଲଟ ସହୀଦ ହୋଇଛନ୍ତି । ମିଗ୍ ୨୧ ବିମାନଟି ଶ୍ରୀନଗରରୁ ... Read More »
ODISHA କାଳିଆ ଯୋଜନାରେ ବଡ ଘୋଟାଲା ATRNEWS BUREAU 27 Feb 2019 ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ଚାଷୀଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ଆରମ୍ଭରୁ ହିଁ ବିବାଦ ଘେରରେ ରହିଥିଲା । ପ୍ରକୃତ ହିତାଧିକାରୀଙ୍କ ନାଁ ତାଲିକାରେ ନଥିବା ... Read More »
NATIONAL NEWS ହାଇ ଆଲର୍ଟ, ଭାରତୀୟ ସୀମାରେ ପଶିଲା ପାକିସ୍ତାନୀ ବିମାନ ATRNEWS BUREAU 27 Feb 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ସଫଳ ହେବା ପରେ ଏବେ ପୁଣି ପାକିସ୍ତାନ ତାର କୂଟନୀତି ଦେଖାଇଛି । ଜମ୍ମୁ-କଶ୍ମୀରର ନୌଶେରାରେ ଭାରତୀୟ ବାୟୁ ସୀମାର ଉଲଂଘନ କରିଛି ପାକିସ୍ତାନ ... Read More »
ACCIDENTS & MISHAPS ପୋଲ ତଳୁ ମିଳିଲା ଅଜଣା ଯୁବକର ମୃତ ଦେହ ଏବଂ ବାଇକ ATRNEWS BUREAU 27 Feb 2019 ଭଦ୍ରକ (ଏଟିଆର ବ୍ୟୁରୋ); ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ । ଜନ ସାଧାରଣ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଅନୁମାନ କରୁଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ତେବେ ... Read More »
NATIONAL NEWS ସାରା ରାତି ଉଜାଗର ରହି ଏୟାର ଷ୍ଟ୍ରାଇକ ଉପରେ ନଜର ରଖିଥିଲେ ପ୍ରଧାନମନ୍ତ୍ରୀ ATRNEWS BUREAU 27 Feb 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନକୁ କଡା ଜବାବ ଦେବା ଲାଗି ରାତି ରାତି ନିଦ ହଜାଇ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସାରା ରାତି ଉଜାଗର ରହି ପାକିସ୍ତାନ ଉପରେ କରାଯାଇଥିବା ... Read More »
ODISHA ଆଜି ରାୟଗଡା ଏବଂ ଖୋର୍ଦ୍ଧା ଗସ୍ତରେ ମୁଖ୍ୟମନ୍ତ୍ରୀ ATRNEWS BUREAU 27 Feb 2019 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାର ମୁଖ୍ୟମନ୍ତ୍ରୀଙ୍କର ଦୁଇଟି ଗସ୍ତ ରହିଛି । ପ୍ରଥମେ ରାୟଗଡା ଏବଂ ପରେ ଖୋର୍ଦ୍ଧା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଏବଂ ଶୁଭଉଦଘାଟନ କରିବେ ... Read More »