ମମତା ଦିଦିଙ୍କୁ ଟାର୍ଗେଟ କଲେ ରାଜ୍ ବବ୍ୱର,କହିଲେ ଦିଦି କିଭଳି ଜାଣିଲେ ମୋଦିଙ୍କ କୁର୍ତ୍ତା ମାପ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ରାଜ୍ ବବ୍ୱର ଶୁକ୍ରବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ନେଇ କଟାକ୍ଷ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁର୍ତ୍ତା ...