ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; କେରଳରେ ପ୍ରବଳ ବର୍ଷା ଓ ବନ୍ୟା ପ୍ରଭାବରୁ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡିଛି । ଦିର୍ଘ ଦଶଦିନ ଧରି ରାଜ୍ୟବାସୀ ବହୁ ଅସୁବବିଧାର ସମ୍ମୁଖିନ ହେଉଛନ୍ତି । ବର୍ତ୍ତମାନ ରାଜ୍ୟରେ ବର୍ଷାର ପ୍ରକୋପ କମିଥିବା ବେଳେ ଲୋକମାନଙ୍କୁ ଟିକେ ଆଶ୍ୱସ୍ଥି ମିଳିଛି । ଅଧିକାଂଶ ସ୍ଥାନରେ ଜଳସ୍ଥର କମି କମି ଯାଉଥିବା ବେଳେ ଏବେ ଲୋକମାନଙ୍କ ପାଇଁ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ରିଳିଫ ଶିବିର ରେ ବ୍ୟାପୁଛି ହାଡଫୁଟି । ବନ୍ୟାରୁ ଉଦ୍ଧାର କରାଯାଇଥିବା ୭ ଲକ୍ଷ ଲୋକଙ୍କ ମଧ୍ୟରେ ଦେଖାଦେଇଛି ହାଡଫୁଟି ତଥା ଅନ୍ୟାନ୍ୟ ସଂକ୍ରମଣ ଜନୀତ ରୋଗ । ପ୍ରଦୁଶିତ ଜଳ ଓ ବାୟୁ ଯୋଗୁ ଏପରି ସଂକ୍ରମଣ ଜନୀତ ରୋଗ ହେଉଥିବା ଜଣାପଡିଛି । ଯାହା ରାଜ୍ୟ ସରକାରଙ୍କୁ ଆସୁବିଧାରେ ପକାଇଛି । ଲୋକମାନଙ୍କ ସ୍ୱାସ୍ଥ୍ୟ ସମାସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ଅନ୍ୟପଟେ ରିଲିଫ ଶିବିରରେ ଥିବା ଅନେକ ଲୋକଙ୍କୁ ଏବେ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024