ଗୁଆହାଟି ( ଏଟିଆର ବ୍ୟୁରୋ ) ; ରବିବାର ଦିନ ପ୍ରମୁଖ ଗାନ୍ଧିବାଦି ନେତା ନଟବର ଠକ୍କର ଏଠାରେ ଥିବା ଏକ ଡ଼ାକ୍ତରଖାନାରେ ଦେହାନ୍ତ ହୋଇଯାଇଛି ।
ଶ୍ରୀ ଠକ୍କର ବିଗତ ଏକ ମାସ ଧରି ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ବେଳକୁ ଡ଼ାକ୍ତରଖାନାରେ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ, ପୁଅ ଏବଂ ଦୁଇ ଝିଅ ଉପସ୍ଥିତ ଥିଲେ ।
ପଦ୍ମଶ୍ରୀ ଶ୍ରୀ ଠକ୍କର ନିଜ ଜିବନର ବହୁତ ସମୟ ନାଗାଲାଣ୍ଡ ରେ ବିତାଇଛନ୍ତି । ଭାରତର ଉତରପୂର୍ବ ଭାଗରେ ଥିବା ଏହି ରାଜ୍ୟକୁ ଶ୍ରୀ ଠକ୍କର ୧୯୫୫ ମସିହାରେ ଆସିଥିଲେ । ଏଠାକାର ଆଦିବାସୀ ମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ ଏବଂ ସେମାନଙ୍କୁ ଗାନ୍ଧୀବାଦ ବିଷୟରେ ଶିକ୍ଷା ଦେଉଥିଲେ ।
୧୯୩୨ରେ ବମ୍ବେ ଠାରେ ଥିବା ଏକ ଗୁଜୁରାଟି ପରିବାରେ ଜନ୍ମ ହୋଇଥିବା ଶ୍ରୀ ଠକ୍କର ପ୍ରମୁଖ ଗାନ୍ଧୀବାଦୀ ଶ୍ରୀ କାକା କେଲକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାତ୍ର ୨୩ ବର୍ଷ ବୟସରଙ୍କ ଗରିବ ମାନଙ୍କ ସେବା କରିବା ପାଇଁ ନାଗାଲାଣ୍ଡ ଚାଲି ଆସିଥିଲେ ।
ସେ ୧୯୫୫ ମସିହାରେ ନାଗାଲାଣ୍ଡର ଚୁଚୁଇମଲାଙ୍ଗ ଠାରେ ନାଗାଲାଣ୍ଡ ଗାନ୍ଧୀ ଆଶ୍ରମ ପ୍ରତିଷ୍ଠା କରିଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024