ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି କରୋନା । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୫୦୩ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୦୧ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 26th July
New Positive Cases: 1503
In Quarantine: 1002
Local Contacts: 501(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 19
3. Bargarh: 23
4. Bhadrak: 25
5. Balangir: 21— I & PR Department, Odisha (@IPR_Odisha) July 27, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧, ବାଲେଶ୍ୱରର ୧୯, ବରଗଡର ୨୩,ଭଦ୍ରକର ୨୫, ବଲାଙ୍ଗିରର ୨୧, ବୌଦ୍ଧର ୧, କଟକର ୧୩୬, ଢେଙ୍କାନାଳର ୩୨,ଗଜପତିର ୭୩, ଗଞ୍ଜାମର ୪୯୧, ଜଗତସିଂହପୁରର ୬, ଯାଜପୁରର ୫୧, ଝାରସୁଗୁଡାର ୧୦, କଳାହାଣ୍ଡିର ୧୦, କନ୍ଧମାଳର ୭୩, କେନ୍ଦ୍ରାପଡାର ୯, କେନ୍ଦୁଝରର ୪୩, ଖୋର୍ଦ୍ଧାର ୨୨୩, କୋରାପୁଟର ୩୪, ମାଲକାନାଗିରିର ୩୪,ମୟୁରଭଞ୍ଜର ୨୮, ନବରଙ୍ଗପୁରର ୨, ନୟାଗଡର ୮, ପୁରୀର ୪, ରାୟଗଡାର ୬୮, ସମ୍ବଲପୁରର ୧୭,ସୋନପୁର ୪ ଏବଂ ସୁନ୍ଦରଗଡର ୫୭ ଜଣ ରହିଛନ୍ତି । ସର୍ବମୋଟ ୨୮ ଟି ଜିଲ୍ଲାର ୧୫୦୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Nawarangpur: 2
23. Nayagarh: 8
24. Puri: 4
25. Rayagada: 68
26. Sambalpur: 17
27. Sonepur: 4
28. Sundargarh: 57New Recoveries: 864
Cumulative Tested: 467447
Positive: 26892
Recovered: 16792
Active Cases: 9919— I & PR Department, Odisha (@IPR_Odisha) July 27, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୮୯୨ କୁ ବୃଦ୍ଧି ପାଇଛି । ସେଥିରୁ ୧୬୭୯୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୯୯୧୯ ଜଣ ଚିକିତ୍ସିତ ହେଉଛନ୍ତି ।